ରାଜଧାନୀରୁ କୋକେନ୍ ମିଳିବା ଘଟଣା : ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ

ଭୁବନେଶ୍ବର: ଏସଟିଏଫ୍ ରାଜଧାନୀରୁ କୋକେନ୍ ମିଳିବା ଘଟଣାକୁ ନେଇ ରିମାଣ୍ଡ ଅବଧି ଭିତରେ ଗୁମର ଖୋଲିବ। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରବିର ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ। ରବି ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡିଲ କରିଥିବା ଏସଟିଏଫ୍ ଜାଣିବାକୁ ପାଇଛି। ଲୋକେସନ ଟ୍ରାକ ଭୟରେ, ଭିନ୍ନ ଭିନ୍ନ ଫୋନ ଯୋଗେ କଥା ହେଉଥିଲା ଏହି କୋକିନ ଦଲାଲ। … Continue reading ରାଜଧାନୀରୁ କୋକେନ୍ ମିଳିବା ଘଟଣା : ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ